# ଯଦି ମୁଁ ସ୍ଵେଛାରେ ଏହା କରେ “ ଯଦି ମୁଁ ସ୍ଵେଛାରେ ପ୍ରଚାର କରେ” # ସ୍ଵେଛାରେ ଏଠାରେ: “ଆନନ୍ଦରେ” କିମ୍ବା “ସ୍ଵଇଛାରେ” # ତେବେ ହେଁ ସେବକପଦର ଭାର ମୋ'ଠାରେ ସମର୍ପିତ ହୋଇଅଛି। ଏଠାରେ: “ମୁଁ ଏହି କାର୍ଯ୍ୟ କରିବାକୁ ବାଧ୍ୟ ଯାହା ସମାପ୍ତ କରିବା ନିମନ୍ତେ ଈଶ୍ଵର ମୋ'ଠାରେ ସମର୍ପିତ କରିଅଛନ୍ତି।” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ) # ତେବେ ମୋହର ପୁରସ୍କାର କଅଣ? ଏଠାରେ : “ଏହା ମୋହର ପୁରସ୍କାର।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) # ତାହା ଏହି ଯେ, ଯେପରି ମୁଁ ସୁସମାଚାରରେ ଥିବା ମୋହର ଅଧିକାର ବ୍ୟବହାର ନ କରି ସୁସମାଚାର ପ୍ରଚାର କରୁ କରୁ ସେହି ସୁସମାଚାରକୁ ବିନାମୂଲ୍ୟର ବିଷୟ କରେ । ଏଠାରେ: “ପ୍ରଚାର ନିମନ୍ତେ ମୋହର ପୁରସ୍କାର ଏହି ଯେ ମୁଁ ବାଧ୍ୟତା ବିନା ପ୍ରଚାର କରି ପାରେ।” # ସୁସମାଚାର ଦେବା ଏଠାରେ: “ସୁସମାଚାର ପ୍ରଚାର” # ସୁସମାଚାରରେ ଥିବା ମୋହର ଅଧିକାରକୁ ସମ୍ପୂର୍ଣ୍ଣ ବ୍ୟବହାର କରିବା ଏଠାରେ: “ ମୋର ପ୍ରଚାର ଯାତ୍ରାରେ ସାହାଯ୍ୟ କରିବାକୁ ଲୋକମାନଙ୍କୁ କହିବ । ”