Door43-Catalog_or_tn/MAT/08/08.md

9 lines
1.2 KiB
Markdown
Raw Normal View History

2018-01-11 01:51:28 +00:00
ଯୀଶୁ ଅନେକ ଲୋକମାନଙ୍କୁ ସୁସ୍ଥ କରିବାର ବିବରଣୀ ଅବିରତ ରହେ
#. ତୁମ୍ଭେ ମୋ ଘରେ ପାଦ ପକାଇବା ଉଚିତ୍
"ତୁମ୍ଭେ ମୋ ଘରେ ପ୍ରବେଶ କରିବା ଉଚିତ୍" (ଦେଖନ୍ତୁ:ଲକ୍ଷଣସୁଚକ ଶବ୍ଦ)
#. ପଡେ କୁହନ୍ତୁ
"ଆଜ୍ଞା କରନ୍ତୁ"
#. ସୈନିକମାନେ
"ଦକ୍ଷ ଯୋଦ୍ଧାଶାଳୀମାନେ"
#. ଇସ୍ରାଏଲ ମଧ୍ୟରେ କାହାରିଠାରେ ଏଡେ ବଡ ବିଶ୍ଵାସ ପାଇ ନାହିଁ
"ଯୀଶୁଙ୍କ ଶ୍ରୋତାମାନେ ଚିନ୍ତା କରିଥିବେ ଯେ ଇସ୍ରାଏଲର ଯିହୁଦୀମାନେ, ଯେଉଁମାନେ ଈଶ୍ଵରଙ୍କ ସନ୍ତାନ ହେବାର ଦାବି କରନ୍ତି, ଯାହାର ବିଶ୍ଵାସ କାହାଠାରୁ ଅଧିକ ଅଟେ ଯୀଶୁ କହୁଛନ୍ତି ସେମାନେ ଭୁଲ୍ ଅଟନ୍ତି ଏବଂ ଶତସେନାପତିଙ୍କ ବିଶ୍ଵାସ ମହାନ ଅଟେ