27 lines
3.1 KiB
Markdown
27 lines
3.1 KiB
Markdown
|
# ମୁଁ ସର୍ବଦା ମୋର ଇଶ୍ଵରଙ୍କୁ ଧନ୍ୟବାଦ ଦିଏ, ଓ ପ୍ରାର୍ଥନାରେ ତୁମ୍ଭକୁ ସ୍ମରଣ ରଖିଥାଏ
|
||
|
“ଯେବେ ତୁମ୍ଭ ପାଇଁ ମୁଁ ପ୍ରାର୍ଥନା କରେ,
|
||
|
ମୁଁ ସର୍ବଦା ମୋର ଇଶ୍ଵରଙ୍କୁ ଧନ୍ୟବାଦ ଦିଏ(UDB).
|
||
|
|
||
|
# ମୁଁ
|
||
|
ପାଉଲ ଏହି ପତ୍ର ଲେଖିଛନ୍ତି | ଏହି ଶବ୍ଦଗୁଡିକ “ମୁଁ ” ଓ “ମୋତେ” ସମସ୍ତ ପାଉଲକୁ ଦର୍ଶାଏ.
|
||
|
|
||
|
# ତୁମ୍ଭେ
|
||
|
ଏଠାରେ ସମସ୍ତ ପତ୍ର , ଶବ୍ଦ “ତୁମ୍ଭେ” ଫିଲୀମୋନକୁ ଦର୍ଶାଏ. (ଦେଖନ୍ତୁ: ତୁମ୍ଭର ରୁପ)
|
||
|
|
||
|
# ତୁମ୍ଭର ବିଶ୍ଵାସର ସହଭାଗୀତା ଜ୍ଞାନପାଇଁ ପ୍ରଭାବଯୁକ୍ତ ଅଟେ
|
||
|
ଏହା ଏହିପରି ମଧ୍ୟ ତର୍ଜମା କରାଯାଇ ପାରେ “ କି ତୁମର ଖ୍ରୀଷ୍ଟଙ୍କ ଠାରେ ଭରଷା ଯେପରି ଆମେ କରୁ ତୁମ୍ଭକୁ ଜାଣିବାରେ ସାହାଯ୍ୟ କରିବ”
|
||
|
କିମ୍ବା “ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସ କରିବା ଦ୍ଵାରା ଯୋଗ ଦେଇଅଛ, ଯେପରି ତୁମ୍ଭେମାନେ ଜାଣି ପାରିବ ”
|
||
|
|
||
|
# ତୁମ୍ଭର ବିଶ୍ଵାସର ସହଭାଗୀତା
|
||
|
“ କାରଣ ଖ୍ରୀଷ୍ଟଙ୍କ ଠାରେ ଭରଷା ଯେପରି ଆମ୍ଭେ କରୁ ତୁମ୍ଭେ ମଧ୍ୟ କରୁଅଛ” (UDB)
|
||
|
|
||
|
# ତାହା ଖ୍ରୀଷ୍ଟଙ୍କ ଠାରେ ଆମ୍ଭ ମଧ୍ୟରେ
|
||
|
ସବୁଠାରୁ ଅଧିକ ସମ୍ଭାବନା ଅର୍ଥ ଏହି “ଆମ୍ଭ ମାନଙ୍କ ଠାରେ ଅଛି ଖ୍ରୀଷ୍ଟଙ୍କ ହେତୁ.”
|
||
|
|
||
|
# ସାଧୁମାନଙ୍କର ହୃଦୟ ଆପଣଙ୍କ ଦ୍ଵାରା ତାଜ୍ଜା ହୋଇ ଅଛି
|
||
|
ଏହି ଶବ୍ଦ “ହୃଦୟ ଗୁଡିକ” ବିଶ୍ଵସୀ ମାନଙ୍କ ସାହସକୁ ଦର୍ଶାଏ. ମଧ୍ୟ, “ତାଜା ହୋଇଅଛି” ଗୋଟିଏ ନିସ୍କ୍ରିୟ ଧାରା| ଏହା ଏହିପରି ତର୍ଜମା କରାଯାଇ ପାରେ ଗୋଟିଏ ସକ୍ରିୟ ଧାରା: “ତୁମ୍ଭେ ବିଶ୍ଵାସୀ ମାନଙ୍କୁ ଉତ୍ସାହ କରିଅଛ.” (ଦେଖନ୍ତୁ: ଲକ୍ଷଣାଳଙ୍କାର
|
||
|
ଓ ସକ୍ରିୟ କିମ୍ବା ନିସ୍କ୍ରିୟ)
|
||
|
|
||
|
# ଭାଇ
|
||
|
ପାଉଲ ଡାକନ୍ତି ଫିଲୀମୋନକୁ “ଭାଇ” କାରଣ ସେମାନେ ଦୁହେଁ ବିଶ୍ଵାସୀ. ସେ ମଧ୍ୟ ଆପଣା ବନ୍ଧୁତ୍ଵକୁ ଗୁରୁତ୍ଵ ଦେଉ ଥିଲେ.ଏହା ଏହିପରି ତର୍ଜମା କରାଯାଇ ପାରେ “ପ୍ରିୟ ଭାଇ”
|
||
|
କିମ୍ବା “ପ୍ରିୟ ବନ୍ଧୁ.”
|