Door43-Catalog_or_tn/LUK/23/39.md

20 lines
1.6 KiB
Markdown
Raw Normal View History

2018-01-11 01:51:28 +00:00
# ତାହାଙ୍କୁ ନିନ୍ଦା କରି
“ଯୀଶୁଙ୍କୁ ନିନ୍ଦା କରି”
# ତୁ କଅଣ ଖ୍ରୀଷ୍ଟ ନୋହୁଁ?
ଏହି ପ୍ରଶ୍ନ ତଥ୍ୟ ସଂଗ୍ରହ କରିବା ଉଦ୍ଦେଶ୍ୟରେ ନୁହେଁ କିନ୍ତୁ ଯୀଶୁ ପ୍ରକୃତରେ ଜଣେ ଖ୍ରୀଷ୍ଟ ବୋଲି ସନ୍ଦେହ ବ୍ୟକ୍ତ କରିବା ନିମନ୍ତେ ଅଟେ। (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)
# ଅନ୍ୟ ଜଣକ ଉତ୍ତର ଦେଲା
“ଅନ୍ୟ ଦୁଷ୍କର୍ମକାରୀ ଉତ୍ତର ଦେଲା”
# ତାହାକୁ ଧମକ ଦେଇ କହିଲା
“ସେହି ଦୁଷ୍କର୍ମକାରୀକୁ ଏହା କହିବା ଦ୍ୱାରା ଧମକ ଦେଲା”
# ତୁ ସମାନ ଦଣ୍ଡ ତ ପାଉଛୁ
“ତୁ ସମାନ ଦଣ୍ଡ ପାଇବା ନିମନ୍ତେ ଯୋଗ୍ୟ ବିଚାରିତ ହୋଇଅଛୁ (କୃଶ ଉପରେ ମୃତ୍ୟୁଦଣ୍ଡ)”
# ଆମ୍ଭେମାନେ ସିନା ନ୍ୟାୟଭାବରେ ଦଣ୍ଡ ଭୋଗୁଅଛୁ
“ଏହି ଦଣ୍ଡ ପାଇବା ନିମନ୍ତେ ଆମ୍ଭେମାନେ ପ୍ରକୃତରେ ଯୋଗ୍ୟ”
# ଏହି ବ୍ୟକ୍ତି
ଏହି ଦୁଷ୍କର୍ମକାରୀ ଯୀଶୁଙ୍କୁ ଦର୍ଶାଇବା ନିମନ୍ତେ ଏହି ଶବ୍ଦଗୁଡ଼ିକ ବ୍ୟବହାର କଲା।