Door43-Catalog_or_tn/LUK/02/39.md

8 lines
1.1 KiB
Markdown
Raw Normal View History

2018-01-11 01:51:28 +00:00
# ସେମାନେ ପ୍ରଭୁଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ କ୍ରିୟା ସମ୍ପନ୍ନ କରି
ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ପ୍ରଭୁଙ୍କ ବ୍ୟବସ୍ଥାନୁଯାୟୀ ସେମାନେ କ୍ରିୟା କଲେ” କିମ୍ବା ) “ବ୍ୟବସ୍ଥା ର କ୍ରିୟା ଯାହା ପ୍ରଭୁଙ୍କ ଆଜ୍ଞାନୁଯାୟୀ ଅଟେ ସେହି କ୍ରିୟା ସେମାନେ କଲେ।”
# ଜ୍ଞାନରେ ପୂର୍ଣ୍ଣ ହେଉ ହେଉ
“ଅଧିକ ଜ୍ଞାନୀ ହେଲେ” କିମ୍ବା “ଜ୍ଞାନ ବିଷୟ ଶିକ୍ଷା କଲେ”
# ଈଶ୍ୱରଙ୍କ ଅନୁଗ୍ରହ ତାହାଙ୍କ ଉପରେ ଥିଲା
ଏହା ଏହିପରି ଅନୁବାଦ କରାଯାଇପାରେ “ଈଶ୍ୱର ତାହାଙ୍କୁ ଆଶୀର୍ବାଦ କଲେ” କିମ୍ବା “ବିଶେଷ ପ୍ରକାରେ ଈଶ୍ୱର ତାହାଙ୍କ ସହ ଥିଲେ।”