Door43-Catalog_or_tn/ACT/24/07.md

14 lines
1.5 KiB
Markdown
Raw Normal View History

2018-01-11 01:51:28 +00:00
ତର୍ତ୍ତୁଲ୍ଲ ଶାସନକର୍ତ୍ତା ଫେଲୀକ୍‌ସଙ୍କୁ କହିଆସୁଅଛନ୍ତି|
# ଯେତେବେଳେ ଲୂସିୟା
ଦେଖନ୍ତୁ ପଦ ୨୩:୨୬ ରେ ଆପଣ ଲୂସିୟା ଅନୁବାଦ କଲେ|
# ସେ ଅତି ବଳପୂର୍ବକ ପାଉଲଙ୍କୁ ଆମ୍ଭମାନଙ୍କ ହାତରୁ ଛଡାଇନେଲେ
“ଲୂସିୟାଙ୍କ ସୈନ୍ୟମାନେ ପାଉଲଙ୍କୁ ଆମ୍ଭମାନଙ୍କ ଅଟକରୁ ଛଡାଇନେଲେ|”
(ଦେଖନ୍ତୁ: ଉପଲକ୍ଷ ଅଳଙ୍କାର) “ବଳପୂର୍ବକ” ପ୍ରବଳ ବା ଦୃଢ଼ ବଳ ବ୍ୟବହାର କରିବାର ଶବ୍ଦ ଅଟେ|
# ଯେତେବେଳେ ଆପଣ ପାଉଲଙ୍କୁ ପ୍ରଶ୍ନ ପଚାରିବେ
“ଯେତେବେଳେ ଆପଣ ପାଉଲଙ୍କୁ ବିଧି ଅନୁସାରେ ପ୍ରଶ୍ନ ପଚାରିବେ” କିମ୍ବା “ବିଚାରାଳୟରେ ବିଚାର କରିବା ନିମନ୍ତେ ଯେପରି ପ୍ରଶ୍ନ ପଚାରନ୍ତି”
# ଏହା ବିରୁଦ୍ଧରେ ଆମ୍ଭେମାନେ ଅଭିଯୋଗ କରୁଅଛୁ
“ଏହା କରିବାରୁ ପାଉଲଙ୍କ ଅଭିଯୋଗ କରୁଅଛୁ” କିମ୍ବାor “ଏହି ଦୋଷ କରିବାରୁ ପାଉଲଙ୍କ ଅଭିଯୋଗ କରୁଅଛୁ”