Door43-Catalog_or_tn/ACT/17/18.md

23 lines
2.9 KiB
Markdown
Raw Normal View History

2018-01-11 01:51:28 +00:00
# ଏପିକୂରୀୟ...କେତେକ ଦାର୍ଶନିକ
ଯେଉଁ ଲୋକମାନେ ଏହା ବିଶ୍ୱାସ କରିଥିଲେ ଯେ ସମସ୍ତ ବିଷୟ ଆକସ୍ମିକ ଭାବେ ଗଠନ ହୋଇଛି| ସେମାନେ ଏହା ମଧ୍ୟ ବିଶ୍ୱାସ କରୁଥିଲେ ଯେ ଦେବତାମାନେ ବ୍ରହ୍ମାଣ୍ଡର ଶାସନ ସହ ହଇରାଣ ହୋଇ ଧନ୍ୟ ଓ ଆନନ୍ଦିତ ହେବା ନିମନ୍ତେ ଅତ୍ୟଧିକ ବ୍ୟସ୍ତ ରହୁଛନ୍ତି| ସେମାନେ ପୁନରୁତ୍‌ଥାନ ପ୍ରତ୍ୟାଖ୍ୟାନ କରୁଥିଲେ| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)
# ସ୍ତୋୟିକ କେତେକ ଦାର୍ଶନିକ
ଯେଉଁ ଲୋକମାନେ ଏହା ବିଶ୍ୱାସ କରୁଥିଲେ ଯେ ସ୍ୱାଧିନ ଭାଗ୍ୟକୁ ସହ୍ୟ କରିବା ଠାରୁ ଆସେ| ସେମାନେ ବ୍ୟକ୍ତିଗତ ପ୍ରେମିକ ଈଶ୍ୱର ଓ ପୁନରୁତ୍‌ଥାନକୁ ଅଗ୍ରାହ୍ୟ କରୁଥିଲେ|
# ତାଙ୍କ ସହିତ ବାଦାନୁବାଦ କଲେ
“ପାଉଲଙ୍କ ସହିତ ବାଦାନୁବାଦ କଲେ”
# ଆଉ କେତେକ କହିଲେ
“ଆଉ କେତେକ ଦାର୍ଶନିକ କହିଲେ”
# ଏହି ବାଚାଳଟା କଅଣ
“ବାଚାଳଟା” ପକ୍ଷୀଗୁଡ଼ିକ ଖାଦ୍ୟ ରୂପେ ବୀଜଗୁଡ଼ିକୁ ଉଠାଇବାକୁ ଦର୍ଶାଇବା ନିମନ୍ତେ ବ୍ୟବହାର କରାଯାଇଛି| ଏହା ପର କଥା ଚର୍ଚା କରିବା ବ୍ୟକ୍ତି ନିମନ୍ତେ ଏକ ନକାରାତ୍ମକ ଶବ୍ଦ ବ୍ୟବହାର କରାଗଲା| ଦାର୍ଶନିକମାନେ କହିଲେ ପାଉଲ ଜଣେ ଯାହାଙ୍କ ଅଳ୍ପ ଜ୍ଞାନ ଅଛି ଯାହା ଶୁଣିବା ନିମନ୍ତେ ଅଯୋଗ୍ୟ ଅଟେ|
# ଅନ୍ୟମାନେ କହିଲେ
“ଅନ୍ୟ ଦାର୍ଶନିକମାନେ କହିଲେ”
# ସେ ପ୍ରଚାରକ ହେଲା ପରି ଜଣାଯାଉଛି
“ସେ ଘୋଷଣା କରିବା ଲୋକ ପରି ଜଣାଯାଉଛି” କିମ୍ବା “ସେ ସମାଚାରକୁ ପ୍ରସାରଣ କରିବା ଉଦ୍ଦେଶ୍ୟରେ ଥିବା ଲୋକ ପରି ଜଣାଯାଉଛି”
# ଅଜଣା ଦେବତାମାନେ
ଏହା “ଅଦ୍ଭୁତ” କୁ ସୂଚାଏ ନାହିଁ, କିନ୍ତୁ ଏହା “ବିଦେଶୀ” କୁ ସୂଚାଏ, ତାହା ଅଣ ଗ୍ରୀକ୍/ରୋମୀ ଦେବତାଗୁଡ଼ିକ ଅଟନ୍ତି|