Door43-Catalog_or_tn/ACT/07/44.md

13 lines
1.5 KiB
Markdown
Raw Normal View History

2018-01-11 01:51:28 +00:00
ସ୍ତିଫାନ ଯିହୁଦୀ ମହାସଭା ସମ୍ମୁଖରେ ଆପଣା ପ୍ରତିରକ୍ଷା କରିଆସୁଅଛନ୍ତି ଯାହା ସେ ୭: ରେ ଆରମ୍ଭ କରିଥିଲେ|
# ସାକ୍ଷ୍ୟତମ୍ବୁ
ଏକ ତମ୍ବୁ ଯେଉଁଥିରେ ପ୍ରସ୍ତରରେ ଖୋଦିତ ୧୦ ଆଜ୍ଞା ଥିବା ଏକ ସିନ୍ଦୁକ (ଏକ ପେଡି) ରଖାଯାଏ|
# ସେହି ଜାତିମାନଙ୍କ ଅଧିକାରରେ
ଏହା ଭୂମି, ଗୃହ, ଶସ୍ୟ, ପଶୁଗୁଡ଼ିକ ଓ ଜାତିମାନଙ୍କ ସମସ୍ତ ଅଧିକାର ଯାହା ଇସ୍ରାଏଲ ବିଜୟୀ ହୋଇଥିଲେ ଏହା ଅନ୍ତର୍ଭୁକ୍ତ ହୋଇପାରେ|
# ତାହା ଦାଉଦଙ୍କ ସମୟ ପର୍ଯ୍ୟନ୍ତ ରଖିଲେ
ତମ୍ବୁରେ ଏହି ସିନ୍ଦୁକ ଇସ୍ରାଏଲର ରାଜା ଦାଉଦଙ୍କ ସମୟ ଅନ୍ତର୍ଭୁକ୍ତ ଓ ପର୍ଯ୍ୟନ୍ତ ରଖିଲେ|
# ଯାକୁବଙ୍କର ଈଶ୍ୱରଙ୍କ ନିମନ୍ତେ ଗୋଟିଏ ବାସସ୍ଥାନ
ସିନ୍ଦୁକ ଯିରୁଶାଲମରେ ରହୁ ବୋଲି ଦାଉଦ ଇଛା କରୁଥିଲେ, ଇସ୍ରାଏଲ ମଧ୍ୟରେ ତମ୍ବୁରେ ଲକ୍ଷ୍ୟଭ୍ରଷ୍ଟ ନ ହେଉ|