Door43-Catalog_or_tn/ACT/07/17.md

16 lines
1.6 KiB
Markdown
Raw Normal View History

2018-01-11 01:51:28 +00:00
ସ୍ତିଫାନ ଯିହୁଦୀ ମହାସଭା ସମ୍ମୁଖରେ ଆପଣା ପ୍ରତିରକ୍ଷା କରିଆସୁଅଛନ୍ତି ଯାହା ସେ ୭: ରେ ଆରମ୍ଭ କରିଥିଲେ|
# ପ୍ରତିଜ୍ଞା ସଫଳ ହେବା ସମୟରେ
ଇଶ୍ୱର ଅବ୍ରହାମଙ୍କୁ ଦେଇଥିବା ଆପଣା ପ୍ରତିଜ୍ଞା ସଫଳ କରିବା ସମୟ ସନ୍ନିକଟ ଥିଲା|
# ଯିଏ ଯୋଷେଫଙ୍କୁ ଜାଣି ନ ଥିଲେ
ଏହା ଏକ ଲାକ୍ଷଣିକ ଶବ୍ଦ ଅଟେ| “ଯୋଷେଫ ମିସର ଦେଶର ଲୋକମାନଙ୍କୁ ବହୁତ ସାହାଯ୍ୟ କଲେ|” ଏହା ପରିବର୍ତ୍ତେ “ଯୋଷେଫ” ଅଟେ|(ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
# ଆମ୍ଭମାନଙ୍କ ଜାତି ପ୍ରତି
“ଆମ୍ଭମାନଙ୍କ” ଠାରେ ସ୍ତିଫାନ ଓ ତାହାଙ୍କ ଶ୍ରତାଗଣ ଅନ୍ତର୍ଭୁକ୍ତ ଅଟନ୍ତି| (ଦେଖନ୍ତୁ: ଅନ୍ତର୍ଭୁକ୍ତ)
# ଦୌରାତ୍ମ୍ୟ
“ମନ୍ଦ ଭାବରେ ବ୍ୟବହାର କଲେ” କିମ୍ବା “ଲାଭ ଉଠାଉଥିଲେ”
# ଆପଣା ଆପଣା ସନ୍ତାନମାନଙ୍କୁ ବାହାରେ ପକାଇ ଦିଅନ୍ତି
ଆପଣା ଆପଣା ଶିଶୁମାନଙ୍କୁ ପରିତ୍ୟାଗ କରନ୍ତି ଯେପରି ଶିଶୁମାନେ ମୃତ୍ୟୁବରଣ କରିବେ|