Door43-Catalog_or_tn/2PE/01/16.md

9 lines
1.7 KiB
Markdown
Raw Normal View History

2018-01-11 01:51:28 +00:00
● କାରଣ ଆମ୍ଭେମାନେ ଚତୁରତା ଭାବରେ ଆବିଷ୍କାର ହୋଇଥିବା ପୌରାଣିକ କଥାର ଅନୁଗମନ କଲୁ ନାହିଁ
କାରଣ ଆମ୍ଭେ ପ୍ରେରିତମାନେ ଚତୁରତା ଭାବରେ ତିଆରି ହୋଇଥିବା ଗଳ୍ପଗୁଡିକୁ ଅନୁସରଣ କଲୁ ନାହିଁ । (ଦେଖନ୍ତୁ: ଏକ ଗୋଷ୍ଠୀ/ବ୍ୟକ୍ତି ନିମନ୍ତେ ଉଦ୍ଦିଷ୍ଟ)
● ଆମ୍ଭମାନଙ୍କର
ପ୍ରେରିତମାନଙ୍କୁ ଅନ୍ତର୍ଭୁକ୍ତ କରି ସମସ୍ତ ବିଶ୍ଵାସୀମାନେ । (ଦେଖନ୍ତୁ: ସମିଷ୍ଟ/ସମୂହତା)
● ସ୍ଵର୍ଗରୁ ଏହି ବାଣୀ ହୋଇଥିବା ଆମ୍ଭେମାନେ ଶୁଣିଲୁ,
ପିତର ଆପଣାକୁ ଦର୍ଶାଉଅଛନ୍ତି ଏବଂ ଅନ୍ୟ ଶିଷ୍ୟମାନଙ୍କୁ, ଯାକୁବ ଓ ଯୋହନଙ୍କୁ, ଯେଉଁମାନେ ସେହି ଇଶ୍ଵରଙ୍କ ସ୍ଵରକୁ ଶୁଣିଲେ । ଦେଖନ୍ତୁ: (ଲାକ୍ଷଣିକ ଶବ୍ଦ)
● ଯେତେବେଳେ ଆମ୍ଭେମାନେ ତାହାଙ୍କ ସହିତ ପବିତ୍ର ପର୍ବତ ଉପରେ ଥିଲୁ
ସେହି ସମୟକୁ ପିତର ଦର୍ଶାଉଅଛନ୍ତି ଯେତେବେଳେ ଯୀଶୁ ପିତର, ଯାକୁବ ଏବଂ ଯୋହନଙ୍କ ସମ୍ମୁଖରେ ଉଜ୍ଜଳ ଆଲୋକ ସହିତ ଆଲୋକିତ ହୋଇଥିଲେ । (ଦେଖନ୍ତୁ ମାଥିଉ ୧୭:୧
୮)।