Door43-Catalog_or_tn/1TI/03/06.md

14 lines
2.2 KiB
Markdown
Raw Normal View History

2018-01-11 01:51:28 +00:00
# ସେ ନୂତନ ଶିଷ୍ୟ ହୋଇ ନ ଥିବେ
'' ସେ ଏକ ନୁତନ ବିଶ୍ଵାସୀ ହେବା ଉଚିତ ନୁହଁ '' କିମବନ '' ସେ ଏକ ବ୍ୟକ୍ତି ହେବା ଉଚିତ ନୁହଁ ଯେ କିଛି ଦିନ ପୁର୍ବେ ବିଶ୍ଵାସୀ ହୋଇଅଛି '' କିମ୍ବା '' ସେ ଏକ ପ୍ରାପ୍ତ ବିଶ୍ଵାସୀ ହେବା ଉଚିତ ''
# ଆଉ ଅସାରଗର୍ବୀ ହୋଇ ଶୟତାନ ସଦୃଶ ଦଣ୍ଡଗ୍ରସ୍ତ
'' ଯେପରି ଶୟତାନ ଗର୍ବ କଲା ଓ ଯେପରି ସେ ଦଣ୍ଡଗ୍ରସ୍ତ ହେଲା ଯେପରି ଶୟତାନ ହେଲା ''
# ତାହାଙ୍କର ମଧ୍ୟ ବାହାର ଲୋକଙ୍କଠାରୁ ସୁଖ୍ୟାତି ପ୍ରାପ୍ତ ହେବା ଆବଶ୍ୟକ
'' ଯେଉଁମାନେ ବିଶ୍ଵାସ କରନ୍ତି ନାହିଁ ସେମାନେ ତାହାଙ୍କ ବିଷୟରେ ଉତ୍ତମ ମନେ କରିବା ନିହାତି ଆବଶ୍ୟକ ଅଟେ '' କିମ୍ବା '' ମଣ୍ଡଳୀ ବାହାରେ ମଧ୍ୟ ଲୋକମାନେ ତାହାଙ୍କ ବିଷୟରେ ଉତ୍ତମ ମନେ କରିବା ଆବଶ୍ୟକ '' (UDB )
# ନିନ୍ଦାର ପଡ଼ିବା
'' ନିଜ ଉପରକୁ ନିନ୍ଦା ଆଣିବା '' କିମ୍ବା '' କାହାରିକୁ ନିଜ ଉପରକୁ ନିନ୍ଦା କରିବାକୁ ସୁଯୋଗ ଦେବା '' ( ଦେଖନ୍ତୁ : ନିନ୍ଦା ''
# ଶୟତାନର ଚାଲକ୍........ପଢ଼ିବା
'' ଶୟତାନକୁ ଫାସରେ ପକାଇବାକୁ ଅନୁମତି ଦେବା '' ଶୟତାନ ଏକ ଫାସ ପ୍ରସ୍ତୁତ କରେ କିମ୍ବା ବିଶ୍ଵାସୀମାନଙ୍କୁ ଅଜାଣତରେ ପାପ କରିବା ଫାସରେ ପକାଇବାକୁ ଫାସ ଏକ ଶୟତାନର ଉପମା ଅଟେ ।( ଦେଖନ୍ତୁ: [ଉପମା କିମ୍ବା ତୁଳନା ])