Door43-Catalog_or_tn/GAL/04/17.md

11 lines
1021 B
Markdown
Raw Normal View History

2018-01-11 01:51:28 +00:00
# ଅତି ଆବେଗରେ ତୁମ୍ଭକୁ ଖୋଜୁ…ସେମାନଙ୍କ ଅନୁଗମନ କର…ଉତ୍ତମ ଉଦ୍ଦେଶ୍ୟ ପାଇଁ ଉତ୍ତେଜିତ ହୁଅ
ଏହା ଏହି ପ୍ରକାର ତର୍ଜମା କରାଯାଇ ପାରିବ “ତୁମ୍ଭର ଅନୁଗମନ ହେଉ…ତାଙ୍କର ଅନୁଗମନ କର…ଉତ୍ତମ ବିଷୟର ଅନୁଗମନ କର ”ତିନୋଟି କ୍ଷେତ୍ରରେ ଗୋଟିଏ ଶବ୍ଦକୁ ବ୍ୟବହାର କରାଯାଇଛି.
# ଅଲଗା ହେବା
ନିଷ୍ଠାରେ, ଶାରୀରିକ ଦୁରତା ନୁହେଁ
# ତାଙ୍କୁ ଅନୁଗମନ କର
“ତାହା କର ଯାହା ସେ କରିବାକୁ କହିଅଛନ୍ତି.”
# ଏହା ଇଚ୍ଛାକରିବା ଉତ୍ତମ
“ଏହା ଉତ୍ତମ ବିଷୟ ତାହା ସେମାନେ ଚାହାନ୍ତି”