Door43-Catalog_or_tn/MAT/26/01.md

11 lines
1.3 KiB
Markdown
Raw Permalink Normal View History

2018-01-11 01:51:28 +00:00
ଯୀଶୁ କିପରି ଦୁଃଖଭୋଗ କରିବେ ପୁଣି ମୃତ୍ୟବରଣ କରିବେ ତାହା ସେ ତାହାଙ୍କ ଶିଷ୍ୟମାନଙ୍କୁ କହିବାକୁ ଆରମ୍ବ କରନ୍ତି ।
# ଏହା ଏହିପରି ଭାବରେ ଆସିଲା
କାହାଣୀର ନୂତନ ଭାଗକୁ ଆରମ୍ବ କରିବାକୁ ଯଦି ତୁମ୍ବମାନଙ୍କ ଭାଷାରେ କୌଣସି ଚିହ୍ନ ଅଛି, ତେବେ ଏଠାରେ ତାହା ବ୍ୟବହାର କରିବାକୁ ବିବେଚନା କର ।
# ଏହି ସମସ୍ତ ଶବ୍ଦଗୁଡିକ
୨୪:୪
୨୫:୪୬ ର ଶବ୍ଦଗୁଡିକ
# ମନୁଷ୍ୟ ପୁତ୍ର କ୍ରୁଶାର୍ପିତ ହେବା ନିମନ୍ତେ ସମର୍ପଣ ହେବେ
"କେତେକ ଲୋକମାନେ ମନୁଷ୍ୟ ପୁତ୍ରଙ୍କୁ ଅନ୍ୟ ଲୋକମାନଙ୍କୁ ଯେଉଁମାନେ ତାହାଙ୍କୁ କ୍ରୁଶାପିତ କରିବେ ସେମାନଙ୍କୁ ସମର୍ପଣ କରିବେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ