Door43-Catalog_or_tn/MAT/13/57.md

11 lines
1.6 KiB
Markdown
Raw Permalink Normal View History

2018-01-11 01:51:28 +00:00
ଏହା ଯୀଶୁଙ୍କ ନଗରୀରେ ଥିବା ଲୋକମାନେ ତାହାଙ୍କୁ କିଭଳି ଅଗ୍ରାହ୍ୟ କଲେ ଯେତେବେଳେ ସେ ସେମାନଙ୍କ ଆରାଧନାଳୟରେ ଶିକ୍ଷା ଦେଉଥିବା ବିଷୟର ବିବରଣୀକୁ ଜାରି ରଖେ
#. ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ
"ଯୀଶୁଙ୍କ ଗୃହନଗରୀରେ ଥିବା ଲୋକମାନେ ତାହାଙ୍କଠାରେ ଅପମାନ ହେଲେ" କିମ୍ବା ......ତାହାଙ୍କୁ ଗ୍ରହଣ କଲେ ନାହିଁ"
#. ଜଣେ ଭାବବାଦୀ ଆଦର ବିନା କିଛି ନୁହେଁ
"ଜଣେ ଭାବବାଦୀ ସମସ୍ତ ସ୍ଥାନରେ ଆଦରଣୀୟ ଅଟେ" କିମ୍ବା ଜଣେ ଭାବବାଦୀ ସମସ୍ତ ସ୍ଥାନରେ ଆଦର ପାଇଥାଏ" କିମ୍ବା "ସମସ୍ତ ସ୍ଥାନରେ ଲୋକମାନେ ଜଣେ ଭାବବାଦୀଙ୍କୁ ଆଦର କରନ୍ତି"
#. ତାହାଙ୍କ ଆପଣା ନଗର
"ତାହାଙ୍କ ଆପଣା ଅଂଚଳ" କିମ୍ବା "ତାହାଙ୍କ ଆପଣା ଗୃହନଗର"
#. ତାହାଙ୍କ ଆପଣା ପରିବାର
"ତାହାଙ୍କ ଆପଣା ଘର"
#. ସେ ସେଠାରେ ଅନେକ ଆଶ୍ଚର୍ଯ୍ୟକର୍ମ କଲେ ନାହିଁ
ଯୀଶୁ ତାହାଙ୍କ ଆପଣା ନଗରୀରେ ଅନେକ ଆଶ୍ଚର୍ଯ୍ୟକର୍ମ କଲେ ନାହିଁ"