Door43-Catalog_or_tn/LUK/09/37.md

15 lines
2.9 KiB
Markdown
Raw Permalink Normal View History

2018-01-11 01:51:28 +00:00
# ଏହା ଘଟିଲା
ଏହି ବାକ୍ୟାଂଶ କାହାଣୀର ଏକ ନୂତନ ଅଂଶକୁ ଚିହ୍ନିତ କରିବା ନିମନ୍ତେ ଏଠାରେ ବ୍ୟବହାର ହୋଇଛି। ଯଦି ଆପଣଙ୍କ ଭାଷାରେ ଏହିପରି କରିବା ନିମନ୍ତେ କୌଣସି ଶୈଳୀ ଥାଏ, ଆପଣମାନେ ଏଠାରେ ତାହା ବ୍ୟବହାର କରିବା ନିମନ୍ତେ ଚିନ୍ତା କରି ପାରନ୍ତି।
# ଆଉ ଦେଖ, ଲୋକସମୂହ ମଧ୍ୟରୁ ଜଣେ
ଏହି ଶବ୍ଦ “ଦେଖ” କାହାଣୀର ଏକ ନୂତନ ବ୍ୟକ୍ତି ନିମନ୍ତେ ଆମ୍ଭମାନଙ୍କୁ ସତର୍କ କରେ। ହୋଇପାରେ ଆପଣଙ୍କ ଭାଷାରେ ଏହା କରିବା ନିମନ୍ତେ କୌଣସି ଶୈଳୀ ଥାଇପାରେ। ଇଂରାଜୀ ବ୍ୟବହାର କରେ “ଲୋକସମୂହ ମଧ୍ୟରେ ଜଣେ ଥିଲା ଯିଏ କହିଲା…”
# ଆଉ ଦେଖ, ଏକ ଆତ୍ମା
ଏହି ଶବ୍ଦ “ଦେଖ” ସେହି ଲୋକର କାହାଣୀ ମଧ୍ୟରେ ଥିବା ଏକ ମନ୍ଦ ଆତ୍ମା ବିଷୟରେ ଆମ୍ଭମାନଙ୍କୁ ପରିଚୟ କରାଏ।
ହୋଇପାରେ ଆପଣଙ୍କ ଭାଷାରେ ଏହା କରିବା ନିମନ୍ତେ କୌଣସି ଶୈଳୀ ଥାଇପାରେ। ଇଂରାଜୀ ବ୍ୟବହାର କରେ “ସେଠାରେ ଜଣେ ମନ୍ଦ ଆତ୍ମା ଥିଲା…”
# ସେ ତାହା ଠାରୁ କଷ୍ଟରେ ବାହାରିଯାଏ
ଏହା ନିମନ୍ତେ ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ସେ ମୋହର ସନ୍ତାନକୁ ଅତି କଷ୍ଟରେ ଛାଡେ” (ୟୁଡିବୀ) କିମ୍ବା ) “ମୋହର ସନ୍ତାନ ନିମନ୍ତେ ଅତି କଷ୍ଟକର ଅଟେ ଯେତେବେଳେ ସେ ତାହାକୁ ଛାଡେ ଯେ…”
# ମୁହଁରୁ ଫେଣ ବାହାରେ
ଯେତେବେଳେ ଏକ ବ୍ୟକ୍ତିକୁ ମୁର୍ଚ୍ଛାରୋଗ ଥାଏ, ସେମାନଙ୍କୁ ନିଶ୍ଵାସପ୍ରଶ୍ଵାସ ନେବା ନିମନ୍ତେ ଓ ଗିଳିବା ନିମନ୍ତେ କଷ୍ଟ ହୁଏ। ଏହି କାରଣରୁ ସେମାନଙ୍କ ମୁଖ ଚାରିଆଡେ ଶ୍ଵେତ ଫେଣ ନିର୍ମିତ ହୋଇଥାଏ। ଯଦି ଆପଣଙ୍କ ଭାଷାରେ ଏହା ବର୍ଣ୍ଣନା କରିବା ନିମନ୍ତେ କୌଣସି ଶୈଳୀ ଥାଏ, ଆପଣ ଏହା ବ୍ୟବହାର କରିବା ଉଚିତ୍।