23 lines
2.1 KiB
Markdown
23 lines
2.1 KiB
Markdown
|
# ଶରୀର ବିଷୟରେ ତର୍କ କରିବା
|
||
|
ଶରୀରର ଅଧିକାର କିଏ ନେବେ. ସେଇ ବିଷୟରେ ସେମାନେ ତର୍କ କରୁଥିଲେ ଅନ୍ୟ ଭାଷାନ୍ତରରେ : “କିଏ ଶରୀରରକୁ ଅଧିକାର ନେବ ସେହି ବିଷୟରେ ତର୍କ. (ଦେଖ: ସ୍ପଷ୍ଟବାଦୀ ଏବଂ ନିଃସନ୍ଦିଗ୍ଧ ଭାବରେ )
|
||
|
|
||
|
# (ମୀଖାୟେଲ) ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବା ପାଇଁ ସାହସ ନ ଥିଲା
|
||
|
ମୀଖାୟେଲ ଶଇତାନକୁ ଗାଳି ଦେବାଠାରୁ ବିଚ୍ୟୁତ ହେଲେ | ଅନ୍ୟ ଭାଷାନ୍ତର “ସେ ଦୁରେଇ ରଖିଲେ”
|
||
|
|
||
|
# ଦଣ୍ଡାଜ୍ଞା କିମ୍ବା ଅପମାନ ଶବ୍ଦଗୁଡିକ
|
||
|
“ଦୃଢ ସମାଲୋଚନା କିମ୍ବା ଅନାଦର ଶବ୍ଦଗୁଡିକ ”
|
||
|
|
||
|
# କିନ୍ତୁ ଏହି ଲୋକମାନଙ୍କୁ
|
||
|
“ଏହି ଲୋକମାନଙ୍କୁ" ପୂର୍ବରେ ଉଲ୍ଲେଖ କରାଯାଇଥିବା ଧର୍ମଭ୍ରଷ୍ଟ ଲୋକମାନେ.
|
||
|
|
||
|
# ସବୁ ବିଷୟରେ ଅପମାନ ଯେ ସେମାନେ ବୁଝିନ୍ତି ନାହିଁ
|
||
|
“ଅଭଦ୍ରପୁର୍ବକ ଯେ କୌଣସି ବିଷୟ ବିରୁଦ୍ଧରେ କଥା କହନ୍ତି ଯେ ସେମାନେ କିଛି ବି ଅର୍ଥ ଜାଣନ୍ତି ନାହିଁ”
|
||
|
|
||
|
# କୟିନର ରାସ୍ତା
|
||
|
କୟିନ ତାଙ୍କ ଭାଇ ହେବଲର ହତ୍ୟା କଲେ
|
||
|
|
||
|
# ବିଲୀୟମଙ୍କ ମଜୁରିର ତୃଟି ପାଇଁ
|
||
|
ବିଲୀୟାମ ଭବିଷ୍ୟଦ୍ବାଣୀ କରିବା ପାଇଁ ଟଙ୍କା ମାଗିବା
|
||
|
|
||
|
# କୋରହର ବିଦ୍ରୋହ
|
||
|
କୋରହ ମୋଶାଙ୍କର ନେତୃତ୍ୱ ଓ ହାରୋଣର ଯାଜକତ୍ୱ ବିରୁଦ୍ଧରେ ବିଦ୍ରୋହ କଲେ |
|