Door43-Catalog_or_tn/JHN/11/10.md

9 lines
932 B
Markdown
Raw Permalink Normal View History

2018-01-11 01:51:28 +00:00
# ତାଙ୍କ ଅନ୍ତରରେ ଜ୍ୟୋତିଃ ନାହିଁ
ସମ୍ଭାବ୍ୟ ଅର୍ଥଗୁଡିକ: ୧) “ସେ ଦେଖି ପାରେ ନାହିଁ ”(ଇଉଡିବି) ବା “ତାଙ୍କର ଜ୍ୟୋତିଃ ନ ଥିଲା ”
# ଆମ୍ଭର ବନ୍ଧୁ ଲାଜ଼ାରସ୍ ଶୋଇଅଛି
ଲାଜ଼ାରସ୍ ମୃତ ଅଟେ , କିନ୍ତୁ ଏହା କେବଳ ଗୋଟିଏ ସ୍ପଳ୍ପ ସମୟ ପାଇଁ ଅଟେ |
(ଦେଖ: ରୂଢୋକ୍ତି )
# କିନ୍ତୁ ମୁଁ ଯାଉଅଛି ସେପରି ମୁଁ ନିଦ୍ରାରୁ ତାହାଙ୍କୁ ଉଠାଇପାରେ
ଯୀଶୁ ଲାଜ଼ାରସ୍‌ଙ୍କ ଜୀବନ ଫେରି ପାଇ ତାଙ୍କ ଯୋଜନା ପ୍ରକାଶିତ କରିଛନ୍ତି | (ଦେଖ: ରୂଢୋକ୍ତି)