Door43-Catalog_or_tn/HEB/13/03.md

5 lines
1.2 KiB
Markdown
Raw Permalink Normal View History

2018-01-11 01:51:28 +00:00
# ଯେପରି ତୁମ୍ଭେମାନେ ସେମାନଙ୍କ ସହିତ ଥିଲ…ଯେପରି ତୁମ୍ଭମାନଙ୍କ ଶରୀର ସେମାନଙ୍କ ସଦୃଶ କ୍ଲେଶଭୋଗ କଲା
ଏହି ଉଭୟ ବାକ୍ୟାଂଶ ଅନ୍ୟ ଲୋକମାନଙ୍କ କ୍ଲେଶଭୋଗ ବିଷୟରେ ବିବେଚନା କରିବା ନିମନ୍ତେ ବିଶ୍ୱାସୀମାନଙ୍କୁ ଉତ୍ସାହ ଦିଅନ୍ତି ଯେପରି ସେମାନେ ଆପଣାମାନଙ୍କ ନିଜର କ୍ଲେଶଭୋଗ ବିଷୟରେ ବିବେଚନା କରନ୍ତି| ଏଠାରେ: “ଯେପରି ତୁମ୍ଭେମାନେ ସେମାନଙ୍କ ସହିତ ବନ୍ଦୀଶାଳାରେ ଥିଲ ଓ ମନ୍ଦ ବ୍ୟବହାର ଶିକାର ହେଲା” (ଦେଖନ୍ତୁ: ସମାନ୍ତରତା)
# ବିବାହ ଶଯ୍ୟା
ସ୍ବାମୀ ଓ ଭାର୍ଯ୍ୟା ମଧ୍ୟରେ ଥିବା ଶାରୀରିକ ସମ୍ଭୋଗ (ଦେଖନ୍ତୁ: ଶିଷ୍ଟୋକ୍ତି, ଲାକ୍ଷଣିକ ଶବ୍ଦ)