Door43-Catalog_or_tn/2TH/02/13.md

32 lines
3.2 KiB
Markdown
Raw Permalink Normal View History

2018-01-11 01:51:28 +00:00
# କିନ୍ତୁ
"କିନ୍ତୁ" ଚିହ୍ନ ଏକ ବିଷୟକୁ ପରିବର୍ତ୍ତନ କରେ ।
# ଆମ୍ଭେମାନେ ସର୍ବଦା ଧନ୍ୟବାଦ ଦେବା ଉଚିତ୍
"ଆମ୍ଭେମାନେ ବାରମ୍ବାର ଧନ୍ୟବାଦ ଦେବା ଉଚିତ୍ ।" (ଦେଖନ୍ତୁ: ଅତ୍ୟୁକ୍ତି)
# ଆମ୍ଭେମାନେ
"ଆମ୍ଭେମାନେ" ସର୍ବନାମ ପାଉଲ, ଶୀଲା, ଏବଂ ତିମଥିଙ୍କୁ ଦର୍ଶାଏ । (ଦେଖନ୍ତୁ: ଏକ ଗୋଷ୍ଠୀ/ବ୍ୟକ୍ତି ନିମନ୍ତେ ଉଦ୍ଦିଷ୍ଠ)
# ତୁମ୍ଭେମାନେ
"ତୁମ୍ଭେମାନେ" ବହୁବଚନ ଅଟେ ଏବଂ ଥେସଲନୀକୀୟ ମଣ୍ଡଳୀର ବିଶ୍ଵାସୀମାନଙ୍କୁ ବୁଝାଏ । (ଦେଖନ୍ତୁ: ତୁମ୍ଭର ଗଠନ)
# ପ୍ରଭୁଙ୍କ ଦ୍ଵାରା ଭାଇମାନେ ପ୍ରେମ କରାଗଲେ
"କାରଣ ପ୍ରଭୁ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ଭାଇମାନେ," (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)
# ପରିତ୍ରାଣ ନିମନ୍ତେ ଯେପରି ପ୍ରଥମ ଫଳଗୁଡିକ
"ଲୋକମାନଙ୍କ ମଧ୍ୟରେ ବିଶ୍ଵାସ କରିବାକୁ ପ୍ରଥମେ" (UDB)
# ଆତ୍ମାଙ୍କ ପବିତ୍ରୀକରଣରେ
"ତାହାଙ୍କ ଆତ୍ମାଙ୍କ ଦ୍ଵାରା ଈଶ୍ଵର ତୁମ୍ଭମାନଙ୍କୁ ଉଦ୍ଧାର ଏବଂ ଆପଣା ନିମନ୍ତେ ପୃଥକ କରନ୍ତି" (UDB)
# ସତ୍ୟରେ ବିଶ୍ଵାସ କରନ୍ତୁ
"ସତ୍ୟରେ ଶରଣ ନିଅନ୍ତୁ" କିମ୍ବା "ସତ୍ୟରେ ଭରଷା ରହୁ"
# ପରମ୍ପରାଗୁଡିକୁ ଦୃଢ ଭାବରେ ଧରି ରଖ
ଏହି ପରମ୍ପରାଗୁଡିକ ସେହି ଶିକ୍ଷାଗୁଡିକ ଯାହା ପାଉଲ ଏବଂ ସମ୍ବବତ ଭାବରେ ଅନ୍ୟ ପ୍ରେରିତମାନଙ୍କ ଖ୍ରୀଷ୍ଟଙ୍କ ସତ୍ୟ ସମ୍ବନ୍ଧରେ ଦିଆଯାଇଥିଲା (ଶିଖାଯାଇଥିଲା) ।
# ତୁମ୍ଭମାନଙ୍କୁ ଶିଖାଯାଇଥିଲା
"ଆମ୍ଭେମାନେ ତୁମ୍ଭମାନଙ୍କୁ ଶିକ୍ଷା ଦେଇଅଛୁ" (UDB) (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)
# ହୁଏତ ବାକ୍ୟ ଦ୍ଵାରା କିମ୍ବା ଆମ୍ଭର ପତ୍ର ଦ୍ଵାରା
ହୁଏତ ଯାହା ଆମ୍ଭେମାନେ ତୁମ୍ଭମାନଙ୍କୁ ବ୍ୟକ୍ତିରେ ଶିକ୍ଷା ଦେଲୁ କିମ୍ବା ବାକ୍ୟଗୁଡିକ ଦ୍ଵାରା ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ଏକ ପତ୍ରରେ ଲେଖି ପଠାଇଲୁ । (ଦେଖନ୍ତୁ: ସ୍ପଷ୍ଠ ଏବଂ ଅସ୍ପଷ୍ଠ)